ସେସୁର ଘରୋଇକରଣକୁ ବିରୋଧ : ଏକାଠି ହେଲେ ସଂଘ ନେତା..
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା ସହିତ ବିଦ୍ୟୁତ ଚୋରିକୁ ରୋକି ବିଦ୍ୟୁତ ବିତରଣ ଜନିତ କ୍ଷତି (ATC LOSS) କୁ ସର୍ବଭାରତୀୟ...
5ଟି ପର୍ଯାୟରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ….
ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ 5 ଟି ପର୍ଯ୍ୟାୟରେ ହେବ l ଡିସେମ୍ବର 27ରୁ ଫେବ୍ରୁଆରୀ 26 ଯାଏଁ ଚାଲିବ ସାଙ୍ଗଠନିକ ନିର୍ବାଚନ l ସାଙ୍ଗଠନିକ ନିର୍ବାଚନ ଲାଗି...
NRC କୁ ନବୀନଙ୍କ ନା : କହିଲେ ଶାନ୍ତି ବଜାୟ ରଖ…
ଭୁବନେଶ୍ୱର : NRC ନେଇ ସାରା ରାଜ୍ୟରେ ଆଶାନ୍ତି ଲାଗିରହିବା ପରେ ଏନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦିଲ୍ଲୀ ଯିବା ପୂର୍ବରୁ ନବୀନ କହିଛନ୍ତି ଯେ ଏନଆସିକୁ...
ଫାଷ୍ଟଟ୍ରାକ କୋର୍ଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା..
ଭୁବନେଶ୍ୱର : ରାଜ୍ୟରେ ୪୫ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣାକୁ ନେଇ ରାଜ୍ୟ ବିଜେପିର ଅଭିଯୋଗ । ବାଜପେୟୀଙ୍କ ସମୟରେ ସାରା ଦେଶରେ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ଆରମ୍ଭ ହୋଇଥିଲା...
ଶ୍ରୀଧର ପାତ୍ର ନାଲକୋ ସିଏମଡି ନିଯୁକ୍ତ….
ଭୁବନେଶ୍ୱର : ଗଲେ ତପନ ଚାନ୍ଦ, ଆସିଲେ ଶ୍ରୀଧର ପାତ୍ର l ନାଲକୋର ନୂଆ CMD ଭାବେ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କର ନିଯୁକ୍ତିକୁ ଅନୁମୋଦ କରିଛି କ୍ୟାବିନେଟ୍ କମିଟି...
ନିରଞ୍ଜନଙ୍କୁ ଭେଟିଲେ ଜୁଏଲ : କାହିଁକି ପଢନ୍ତୁ ଏହି ରିପୋର୍ଟ
ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ l ବେଶ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି l...
ଫେବୃୟାରୀରେ ମାଟ୍ରିକ ପରୀକ୍ଷା…..
ଭୁବନେଶ୍ୱର : ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ଶେଷ ନିଷ୍ପତ୍ତି ବୋର୍ଡ ନେବ। ଗତ ବର୍ଷର ବିବାଦୀୟ...
ଯାଜପୁରରେ ନକଲି ଅଟା…..
ଯାଜପୁର : ଯାଜପୁର ଟାଉନ ପୁଲିସ ପକ୍ଷରୁ ଏକ ନକଲି "ପରିବାର" ନାଁ ଥିବା ଅନ୍ୟ ଏକ କମ୍ପାନୀର ଲୋଗୋ ପ୍ୟାକେଟକୁ ଡୁପ୍ଲିକେଟକରି ଅଟା ପ୍ୟାକିଙ୍ଗ କରି କାରଖାନା ଚଳାଉଥିବା ଖବର କଲିକତାର...
ବଡ ହୃଦୟ ପରିଚୟ ପୁଣି ଦେଲେ ନବୀନ…
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡା ଗ୍ରାମରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନି ଛୋଟ ଛୁଆ (ଦୁଇ ପୁଅ ଓ ଗୋଟିଏ ଝିଅ) ଓ ପତ୍ନୀ ସହ...
ବ୍ୟାସନଗର ପ୍ରେସ୍ ଫୋରମ୍ ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ବ୍ୟାସନଗର: ଯାଜପୁର ଜିଲ୍ଲା ତଥା ଜିଲ୍ଲା ବାହାରେ ଖ୍ଯାତି ଅର୍ଜନ କରିଥିବା ଗଣମାଧ୍ୟମ ସଂଗଠନ ବ୍ୟାସନଗର ପ୍ରେସ୍ ଫୋରମ୍ ଦ୍ୱାରା ଷଷ୍ଠ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ...














