NRC କୁ ନବୀନଙ୍କ ନା : କହିଲେ ଶାନ୍ତି ବଜାୟ ରଖ…

- Advertisement -

ଭୁବନେଶ୍ୱର : NRC ନେଇ ସାରା ରାଜ୍ୟରେ ଆଶାନ୍ତି ଲାଗିରହିବା ପରେ ଏନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦିଲ୍ଲୀ ଯିବା ପୂର୍ବରୁ ନବୀନ କହିଛନ୍ତି ଯେ ଏନଆସିକୁ ବିଜେଡ଼ି ସମର୍ଥନ କରୁନାହିଁ । ଏନେଇ ଲୋକସଭା ଓ ରାଜ୍ୟସଭାରେ ଆମେ ସ୍ପଷ୍ଟ କରିସାରିଛୁ । ତେଣୁ ଗୁଜବକୁ ନବିଶ୍ୱାସ କରିବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏହାସହ ଶାନ୍ତି ବଜାୟ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ନାଗରିକ ସଂଶୋଧନ ଆଇନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ନାଗରିକ ସଂଶୋଧନ ଆଇନକୁ ନେଇ ଭାରତୀୟମାନେ କୌଣସି ଭୟ କରିବା କଥା ନୁହେଁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles