ଜଳୁନି ହାଇମାକ୍ସ ଲାଇଟ୍ , ଅନ୍ଧାରରେ ଫାୟାର୍ ଷ୍ଟେସନ ଛକ ।
ବ୍ୟାସନଗର: ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ଆଲୋକିକରଣ କରାଯାଇଛି । କିନ୍ତୁ ପର ମୁହୂର୍ତ୍ତରେ ସେଗୁଡିକର ରକ୍ଷଣାବେକ୍ଷଣ ହେଉ ବା ମରାମତି ସେଥିପ୍ରତି ସରକାର କିମ୍ବା ସରକାରୀ...
ଦୀର୍ଘ ଦିନ ପରେ ମଧ୍ୟ ଅଧାରୁ ଅଟକିଲା କଲଭର୍ଟ
ବ୍ୟାସନଗର: କଥାରେ ଅଛି କଂସାରୀ ଘର ପାରା ଉପରେ ଢାଉଁ ଢାଉଁ ଶବ୍ଦର କିଛି ପ୍ରଭାବ ପଡେନି,ସେହିଭଳି ସରକାରୀ କଳ ଉପରେ ମଧ୍ୟ କୌଣସି ଖବରର ପ୍ରଭାବ ପଡିନଥାଏ । ଗତ ଶାଢେ...
ସ୍ଵଚ୍ଛ ହେଉଛି ଯାଜପୁର : ଯୁବଗୋଷ୍ଠୀଙ୍କୁ ଗାନ୍ଧୀ ମୁହାଁ କରୁଛନ୍ତି ପ୍ରଣବ.
ଯାଜପୁର : ପରିବେଶ ସଫା ସୁତର ରହିଲେ ଗୋଟେ ସୁସ୍ଥ ସମାଜ ଗଠନ ହୋଇପାରିବ । ମୋ ସହରକୁ ମୁଁ ସଫା ରହିବି । ସ୍ୱଚ୍ଛତାକୁ ଜୀବନର ମୂଳମନ୍ତ୍ର...
ଯାଜପୁର ଜିଲ୍ଲା ଲେଖିକା ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ।
ବ୍ୟାସନଗର: ସ୍ଥାନୀୟ ଉତ୍ସବ ପ୍ଯାଲେସ ଠାରେ ଯାଜପୁର ଜିଲ୍ଲା ଲେଖିକା ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ସଂସଦର ସଭାପତି ବିଦ୍ଯୁତଲତା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ...
ଯାଜପୁରରେ ସଫେଇ ଅଭିଯାନ ଜୋରଦାର : ନେତୃତ୍ୱ ନେଲେ ଲଲ
ଯାଜପୁର : ମୋ ସହର ଓ ମୋ ଗାଁ ରାସ୍ତାକୁ ମୁଁ ସଫା କରିବି । ପରିଷ୍କାର ପରିଚ୍ଛନ୍ନ ରହିବାକୁ ସଭିଁଙ୍କୁ ଶିଖାଇବି । ମୋ...
ପଞ୍ଜାବ ବିଧାୟକଙ୍କ ମନ ଜିଣିଲେ ପ୍ରଣବ : ତୁଟିଲା ମଙ୍ଗୁ ମଠ ବିବାଦ..
ଭୁବନେଶ୍ୱର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପଞ୍ଜାବ ବିଧାୟକ ସମରଜିତ ସିଂ l ଏହା ସହ ପୁରୀ ମଙ୍ଗୁ ମଠ ନେଇ ପଞ୍ଜାବ...
ସମ୍ବିତଙ୍କୁ ଦୁଇଟା, ସୁରଙ୍କୁ ନାହିଁ…
ଭୁବନେଶ୍ୱର : କଟକ ବାରବାଟୀ ଦିନିକିଆ ପାଇଁ ପାସ ବଣ୍ଟନରେ ପାତରଅନ୍ତର ଦେଖିବାକୁ ମିଳିଛି l ଶାସକ ଦଳର ବିଧାୟକ ସମ୍ବିତ ରାଉତରାୟଙ୍କୁ ଦୁଇଟି ଟିକେଟ ମିଳିଥିବା ବେଳେ କଂଗ୍ରେସ ବିଧାୟକ ସୁର...
ଜାନୁୟାରୀରେ କଂଗ୍ରେସର ନବକଳେବର : ବଦଳିପାରନ୍ତି ନିରଞ୍ଜନ..
ଭୁବନେଶ୍ୱର : ନୂଆ ବର୍ଷରେ କଂଗ୍ରେସର ନୂଆ ଟିମ l ପିସିସିର ନୂଆ ଟିମ, ଯୁବ, ମହିଳା ଓ ଛାତ୍ର ପରି ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା ଙ୍କ ନାଁ ଘୋଷଣା...
ପଢନ୍ତୁ କେଉଁ ଜିଲ୍ଲାରେ କିଏ ହେଲା ବିଜେପି ସଭାପତି…
ଭୁବନେଶ୍ୱର : ଘୋଷଣା ହୋଇଛି ବିଜେପି ଜିଲ୍ଲା ସଭାପତିଙ୍କ ନାମ l ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ...
ସରକାରଙ୍କୁ ବଜେଟ ଚିନ୍ତା : ଟେନସନ ଦେଉଛି ଆର୍ଥିକ ମାନ୍ଧାବସ୍ଥା
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପାଇଁ ବଜେଟ ଏବେ ବଡ ଚ୍ୟାଲେଜ l ବଜେଟର ରୂପରେଖ କଣ ହେବ ସେନେଇ ପାଇଁ ପାଗ ଭିଡ଼ିଲେଣି ସରକାର l କଣ ରହିବ ବଜେଟର ଆକାର...














