ନିରଞ୍ଜନଙ୍କୁ ଭେଟିଲେ ଜୁଏଲ : କାହିଁକି ପଢନ୍ତୁ ଏହି ରିପୋର୍ଟ

- Advertisement -

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ l ବେଶ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି l ତେବେ ନିଜ ଝିଅ ବାହାଘର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ ସାଂସଦ ଜୁଏଲ ଓରାମ ବୋଲି ଜଣାପଡିଛି l ଏହି ଭେଟଘାଟ ସମୟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles