ଫେବୃୟାରୀରେ ମାଟ୍ରିକ ପରୀକ୍ଷା…..

- Advertisement -

ଭୁବନେଶ୍ୱର : ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ଶେଷ ନିଷ୍ପତ୍ତି ବୋର୍ଡ ନେବ। ଗତ ବର୍ଷର ବିବାଦୀୟ ପରୀକ୍ଷା ସେଣ୍ଟରକୁ ସମୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ସେ ସେଣ୍ଟରଗୁଡିକ ବାଦ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ। ଗତ ବର୍ଷ ଯୋଉ ସୋସିଆଲ ମେଡ଼ିଆରେ ପ୍ରଶ୍ନ ଭାଇରାଲ ହୋଇଥିଲା, ନିହାତି କେହି ନା କେହି ମୋବାଇଲ ଫୋନ ନେଇଥିବେ। ହେଲେ ତାହା ପ୍ରମାଣିତ ହୋଇପାରିଲା ନାହିଁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles