ଶ୍ରୀଧର ପାତ୍ର ନାଲକୋ ସିଏମଡି ନିଯୁକ୍ତ….

- Advertisement -

ଭୁବନେଶ୍ୱର : ଗଲେ ତପନ ଚାନ୍ଦ, ଆସିଲେ ଶ୍ରୀଧର ପାତ୍ର l ନାଲକୋର ନୂଆ CMD ଭାବେ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କର ନିଯୁକ୍ତିକୁ ଅନୁମୋଦ କରିଛି କ୍ୟାବିନେଟ୍ କମିଟି । ସେ୨୦୨୪ ଅକ୍ଟୋବର ୩୧ ଯାଏ ଦାୟିତ୍ୱ ତୁଲାଇବେ । ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଅଭିଜ୍ଞତା ଥିବା ଶ୍ରୀଧର ଙ୍କ ନାଲକୋକୁ କେତେବାଟ ନେଉଛନ୍ତି ଦେଖିବାର କଥା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles