ହଜାର ଟଙ୍କା ପାଇଁ ହଜାର ଜୀବନ ବାଜିରେ….
ଯାଜପୁର : କରୋନା କାୟା ବିସ୍ତାର କରିବାରେ ଲାଗିଛି l ଯାଜପୁରରେ ବି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି l ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ସାମାଜିକ...
ପୁଣି ୧୬କରୋନା ଆକ୍ରାନ୍ତ ଚି଼ହ୍ନଟ
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୧୬ଜଣଙ୍କର କରୋନା ପଜେଟିବ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ...
ପ୍ରଣବ ଦେଲେ ସଚେତନତା ବାର୍ତ୍ତା : କହିଲେ 48 ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ
ବବିଙ୍କୁ ଓଡିଶାଚିନ୍ତା
କହିଲେ 48ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ
ଘରେ ରହିବାକୁ ଦେଲେ ପରାମର୍ଶ
ସଟ ଡାଉନକୁ ସମର୍ଥନ ପାଇଁ ନିବେଦନ
ଯାଜପୁର : ରାଜ୍ୟକୁ ଏବେ ଟେନସନ ଦେଇଛି କରୋନା l ବର୍ତମାନ 21 ଜଣ କରୋନା...
କୋଭିଡ ହସ୍ପିଟାଲରେ ପ୍ରଣବଙ୍କ ପ୍ରହରୀ….
ଯାଜପୁର: କରୋନା ମୁକାବିଲା କରିବା ଏବେ ରାଜ୍ୟ ପାଇଁ ବଡ ଚ୍ୟାଲେଜ ହୋଇଛି l ସାରା ଭାରତରେ ଓଡ଼ିଶା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରି ଉଦାହରଣ ସୃଷ୍ଟି କରିଛି ଓଡିଶା...
ବଡ ନିଷ୍ପତି ନେଲା ଯାଜପୁର ଜିଲ୍ଲା ପ୍ରଶାସନ : 48ଘଣ୍ଟା ସଟ ଡାଉନ
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ବଡ଼ ନିଷ୍ପତି
ସଟ ଡାଉନ ହେଲା ଯାଜପୁର
ଆଜି ସଂନ୍ଧ୍ୟା 6ଟାରୁ 48ଘଣ୍ଟା
ଯାଜପୁର, ବ୍ୟାସନଗର ପୌରାଂଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟର ପାଖାପାଖି ଅଂଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ନେଉଳପୁର...
ଭୁବନେଶ୍ୱରରେ ସଟ୍ ଡାଉନ୍ ଅମାନ୍ୟକାରୀ ୪୫ ଜଣଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ବର: ଏବେ ମଧ୍ୟ କରୋନାର ଭୟବହତାକୁ ଲୋକ ବୁଝିବା ନାରାଜ। ସରକାରଙ୍କ ଏତେ ଘୋଷଣା ପରେ ମଧ୍ୟ ଆଇନକୁ ହାତକୁ ନେଉଛନ୍ତି ଲୋକମାନେ।ଗତକାଲି ରାତି ୮ ଠାରୁ ଭୁବନେଶ୍ୱରକୁ ୪୮ ଘଣ୍ଟା ପାଇଁ...
ବିଜେପି ନେତାଙ୍କୁ ତାଗିଦ କଲେ ଜେପି ନଡ୍ଡା..
ନୂଆଦିଲ୍ଲୀ: ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନା । ଯେବେଠାରୁ ନିଜାମୁଦ୍ଦିନ ଘଟଣା ସାମ୍ନାକୁ ଆସିଲାଣି ସେବେଠାରୁ ଏଥିରେ ରାଜନୀତି ରଙ୍ଗ ଲାଗିଯାଇଛି । କାରଣ ତାବିଲିଘି ଜମାତରୁ ଫେରିଥିବା...
ଯାଜପୁର ବ୍ରହ୍ମବରଦା ସିଲ୍ : ଆବଶ୍ୟକ ପଡିଲେ ଅନ୍ୟ ଅଂଚଳ !
ଯାଜପୁର :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20ରେ ପହଂଚିଛି l ଯାଜପୁରରେ ଜଣଙ୍କର କରୋନା ନମୁନା ପଜିଟିଭ୍ ଆସିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ବ୍ରହ୍ମବରଦା ଅଞ୍ଚଳ ସିଲ୍, କରିଛି l ବ୍ରହ୍ମବରଦାର ୩...
ଆଜି ଦିନରେ ୧୫ନୂଆ କରୋନା ରୋଗୀ
ଭୁବନେଶ୍ୱର : ରାଜ୍ୟରେ ଏବେ କ୍ଷିପ୍ର ବେଗରେ କରୋନା ମାଡିଚାଲିଛି। ଆଜି କେବଳ ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନର ସୂଚନା ଅନୁସାରେ ନୂଆ ୧୧ ଜଣ...
ଯାଜପୁରରେ ଆଇନକୁ ଫୁ : sbi ଶାଖାରେ ରହୁନି ସାମାଜିକ ଦୂରତା
ଯାଜପୁର : କରୋନା ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ନ ବାହାରି ଘରେ ରହିବାକୁ ନିବେଦନ କରିଛନ୍ତି । ହେଲେ ଯାଜପୁରରେ କେତେକ ଅଂଚଳରେ ଲୋକେ ଏହା ମାନିବାକୁ...














