ଆଜିଠୁ ୬ଦିନ ଦୁଲୁକିବ ଯାଜପୁର: ଯଯାତି ୨୦୨୩ ଜିଲ୍ଲା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ : ପ୍ରଥମ ସଂଧ୍ୟାର...
() ଆଜିଠାରୁ ଆରମ୍ଭ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୩। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି l ସଂଧ୍ୟା ୬ଟା ବେଳେ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ l...
ଦୟା ନୁହେଁ ଦାୟିତ୍ବ, ଏହା ଆମର ସାମାଜିକ କର୍ତ୍ତବ୍ୟ….
( ) ବୟସ ଯେତେବଳେ ବାଧା ସୃଷ୍ଟି କଲା । ରୋଗ ଯେତେବେଳେ ରୋଜଗାରର ବାଟ ଓଗାଳିଲା । ସେତିକି ବେଳେ ସାହା ହେଲା ଯାଜପୁରର ଅଶୋକ ଦାସ ଫାଉଣ୍ଡେସନ । ଆଖିର...
ଆଜି ହେଉଛି କୁଆଁରୀ ଝିଅ ମାନଙ୍କ ଗଣପର୍ବ :କୁମାର ପୂର୍ଣ୍ଣିମା…
() ଆଜି ହେଉଛି ଆଶ୍ବିନ ମାସର ଶେଷ ଦିନ ପୂର୍ଣ୍ଣମୀ ତିଥି। କାଲିଠାରୁ ଆରମ୍ଭ ହେବ ପବିତ୍ର ମାସ କାର୍ତ୍ତିକ । ଆଜିର ଦିନକୁ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା ଭାବରେ ପାଳନ...
ଗାଁ ରାସ୍ତାକୁ ବିନା ଅନୁମତିରେ ଖୋଳିଲେ ଦେବେ ଜୋରିମାନ…
() ଗାଁ ରାସ୍ତାକୁ ବିନା ଅନୁମତିରେ ଖୋଳିଲେ ଏଣିକି ଜୋରିମାନ ସହ ଜେଲ ଯିବାକୁ ପଡିବ । ନିମ୍ନ ମାନର କାମ ଆଳରେ ରାଜ୍ୟର ସଂମ୍ପତ୍ତିକୁ ନଷ୍ଟ କରୁଛନ୍ତି ଅସାଧୁ ବ୍ୟକ୍ତିମାନଙ୍କ ପାଇଁ...
ଦାବି ନେଇ ପ୍ରଣବଙ୍କୁ ଭେଟିଲା ଓୟୁଜେ ଯାଜପୁର ଟିମ ….
()ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିମାନଙ୍କ ପାଇଁ ରାଜ୍ୟ ସରକାର ଅନେକ କଲ୍ୟାଣମୂଳକ ଯୋଜନା ହାତକୁ ନେଇଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ରାଶି କୁ...
ବିଜେଡି ପକ୍ଷରୁ ଖେଳାଳୀଙ୍କୁ ଡ୍ରେସ ବଣ୍ଟନ….
ଦେବଗଡ଼ :ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଖେଳାଳୀ ମାନଙ୍କୁ ବିଭିନ୍ନ ଖେଳ ଉପକରଣ ଓ ଡ୍ରେସ ପ୍ରଦାନ କରାଯାଉଅଛି ।ଏହି କ୍ରମରେ ଆଜି ବାରକୋଟ ବ୍ଳକ ଅନ୍ତର୍ଗତ କଣ୍ଡଳ ହାଇସ୍କୁଲ...
ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ...
{}ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱର୍ଡ।ପ୍ରେମଲତା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ପରିଦର୍ଶିକା...
ଗ୍ରୀନ ଯାଜପୁର ମିଶନ : ବଗିଚା ବୁଲିଲେ ବବି, ଗଛର ଯତ୍ନ ନେବା ପାଇଁ କଲେ...
() ଗ୍ରୀନ ହେଉଛି ଯାଜପୁର। ସ୍ୱପ୍ନ ଗୋଟିଏ ଲକ୍ଷ୍ୟ, କୋଟିଏ ଗଛ। ଯାହାକୁ ଚରିତାର୍ଥ କରିବା ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି )...
ଅସୁସ୍ଥ ଠିକାଦାରଙ୍କୁ ସହାୟତା ଯୋଗାଇ ଦେଲା ଜିଲ୍ଲା ଠିକାଦାର ସଙ୍ଘ
ଦେବଗଡ଼ : ଆଜି ଦେବଗଡ଼ ଜିଲ୍ଲା ଠିକାଦାର ସଂଘ ସଭାପତି ଶ୍ରୀ ଅରୁଣ କୁମାର ନନ୍ଦଙ୍କ ନେତୃତ୍ୱରେ ବରିଷ୍ଠ ଠିକାଦାର ଇଂ ଚିତ୍ତରଞ୍ଜନ ପ୍ରଧାନ, ହରେନ ବେହେରା ଏବଂ ଯୁବ ଠିକାଦାର ଶ୍ରୀ...
ଓୟୁଜେ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅକ୍ସିଜେନ କନସେଷ୍ଟ୍ରେଟର , ଥାର୍ମଲ ସ୍କେନିଂ ଓ ଅକ୍ସୀମିଟର ପ୍ରଦାନ
ଦେବଗଡ଼ -- ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ବ୍ରଜରାଜନଗର ବାସୁ ଫାଉଣ୍ଡେସନ ଓ ଓୟୁଜେ ଦେବଗଡ ଜିଲ୍ଲା ସାମ୍ବାଦିକ ୟୁନିୟନ ର ମିଳିତ ସହାୟତା ରେ ଏକ ଅକ୍ସିଜେନ କନସେଷ୍ଟ୍ରେଟର ,ଥାର୍ମଲ...