ବିଜେପୁରରେ ଝଟକା : ଅଶୋକ କହିଲେ ମୁଁ ବିଜେଡ଼ିକୁ ସମର୍ଥନ କରିବି
ଭୁବନେଶ୍ୱର : ପାଖେଇ ଆସୁଛି ବିଜେପୁର ଉପ-ନିର୍ବାଚନ । ଅକ୍ଟୋବର ୨୧ ତାରିଖରେ ହେବ ଉପନିର୍ବାଚନ । ଜମିଲାଣୀ ପ୍ରଚାର । ବିଜେପୁରରେ କିଏ କେତେ ଭୋଟ ପାଇବ...
ବିଜେପି ଛାଡିଲେ ଅଶୋକ….
ଭୁବନେଶ୍ୱର : ବିଜେପି ଛାଡିଲେ ବିଜେପି ନେତା ଅଶୋକ ପାଣିଗ୍ରାହୀ l ଆଜି ସେ ତାଙ୍କର ଇସ୍ତଫା ପତ୍ର ସଭାପତିଙ୍କ ପାଖକୁ ପଠାଇଛନ୍ତି l ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ଇସ୍ତଫା...
ଚୀନ-ଭାରତ : କଣ କହିଲେ ଦୁଇ ମହାଶକ୍ତି
ଭାରତ ଚୀନ ଭାଇଭାଇ : ମୋଦି
ଭାରତ ଓ ଚୀନ ଭାଇଭାଇ । ଏକଥା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ ଓ ଭାରତ ମଧ୍ୟରେ ଥିବା ମତପାଥକ୍ୟ...
ବିଜେପୁର ଜଗିଛନ୍ତି ବବି : ଲକ୍ଷ୍ୟ ହାଟ୍ରିକ !
ଭୁବନେଶ୍ୱର : ଅଢେଇ ବର୍ଷ ପରେ ତୃତୀୟ ନିର୍ବାଚନ ହେଉଛି ବିଜେପୁରରେ । ୧୦ଦିନ ରହିଲା ଆଉ ଉପ-ନିର୍ବାଚନ । ଷ୍ଟାର ପ୍ରଚାରକ ବି ଓହ୍ଲାଇଲେଣୀ ମଇଦାନରେ । ବିରୋଧୀ ଟାର୍ଗେଟ କଲେଣୀ...
ବିଜେପୁରରେ ସ୍ୱପ୍ନ ଦେଖାଉଛନ୍ତି ନେତା : ନିରବ ଭୋଟର
ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖଦିନ ବିଜେପୁର ଉପ ନିର୍ବାଚନ । ଆଉ ସପ୍ତାହେ ରହିଲା ପ୍ରଚାର । ବିଜେପୁରର ୩ଟି ବ୍ଲକ ବିଜେପୁର, ବରପାଲି ଓ ଗାଏସିଲଟରେ ଜୋରଦାର...
୧୧ଟି ସହରରେ ହେବ ରିଙ୍ଗରୋଡ଼ …
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସରେ ଏବେ ସହରାଞ୍ଚଳ । ଏକ ଲକ୍ଷରର ଅଧିକ ଲୋକବାସ କରୁô୍ବା ସହରରେ ହେବ ରିଙ୍ଗରୋଡ଼ । ଏନେଇ ଖୁବଶୀଘ୍ର ରୂପରେଖ ପ୍ରସ୍ତୁତ କରାଯିବା...
ଅରୁଣଙ୍କ ବିଜୁବାଣୀ : ଲାଞ୍ଚୁଆଙ୍କୁ ଧର , ମତେ ଜଣାଅ
ଭୁବନେଶ୍ୱର : ପଂଚମ ପାଳିଲେ ନବୀନ ୫-ଟି ନୀତିକୁ ମନ୍ତ୍ରୀଙ୍କ ଠାରୁ ସଚିବ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ପ୍ରଶାସନିକ ସେବାରେ ସ୍ୱଚ୍ଛତା ଆଣିବା ସହ ସରକାରୀ ଅଫିସରେ ଯେପରି...
ବିଜେପୁର ପିଚରେ ଅରୁଣ : ଖେଳିଲେ ଓ ମନ କିଣିଲେ
ବିଜେପୁର : ନିଜର ସ୍ୱଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଯୁବ ମନ୍ତ୍ରୀ ଅରୁଣ ସାହୁ l ବିଜେପୁରରେ ନିଜର ନିଆରା ଢଙ୍ଗରେ ଯୁବଗୋଷ୍ଠୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି...
ବିଜେପୁରରେ ମଞ୍ଜି ପୋତିଲେ ଧର୍ମେନ୍ଦ୍ର : ପ୍ରମିଳା କହିଲେ 35ହଜାର ରେ ଜିତିବୁ
ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି l ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପଚାର କରି ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି l ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ...
77ରେ ବିଗ ବି…
ଭୁବନେଶ୍ୱର : ବଲିଉଡ୍ର ରାଜା ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମଦିନ। ୧୯୪୨ ମସିହାରେ ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଏହି ସୁପର୍ଷ୍ଟାର୍। ବିଗ...














