ବିଜେପୁରରେ ଝଟକା : ଅଶୋକ କହିଲେ ମୁଁ ବିଜେଡ଼ିକୁ ସମର୍ଥନ କରିବି

- Advertisement -

ଭୁବନେଶ୍ୱର : ପାଖେଇ ଆସୁଛି ବିଜେପୁର ଉପ-ନିର୍ବାଚନ । ଅକ୍ଟୋବର ୨୧ ତାରିଖରେ ହେବ ଉପନିର୍ବାଚନ । ଜମିଲାଣୀ ପ୍ରଚାର । ବିଜେପୁରରେ କିଏ କେତେ ଭୋଟ ପାଇବ ତାହାର ମଧ୍ୟ ଆକଳନ କରାଯାଉଛି । ବିଜେପୁରରେ ବିଜେପକୁ ନିର୍ବାଚନ ପୂର୍ବରୁ ଝଟକା ଲାଗିଛି । ୨୦୧୮ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ୨୦୧୯ ଉପ ନିର୍ବାଚନରେ ବିଜେପି ସହ ରହିବେ ନାହିଁ । କାରଣ ଅଶୋକ ବିଜେପି ଛାଡ଼ିଛନ୍ତି । କାଲି ଅଶୋକ ଓ ତାଙ୍କ ସମର୍ଥକମାନେ ନିଷ୍ପତି ନେଇଛନ୍ତି ଯେ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନରେ ସେ ଓ ତାଙ୍କ ସମର୍ଥକମାନେ ବିଜେଡ଼ିକୁ ସମର୍ଥନ କରିବେ । ତେବେ ସେ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles