ବିଜେପୁରରେ ମଞ୍ଜି ପୋତିଲେ ଧର୍ମେନ୍ଦ୍ର : ପ୍ରମିଳା କହିଲେ 35ହଜାର ରେ ଜିତିବୁ

- Advertisement -

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି l ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପଚାର କରି ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି l ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାରକୁ ନେଇ ପାଲଟା ବାଣ ମାରିଛି ବିଜେଡି l ବିଜେଡି ବିଧାୟିକା ପ୍ରମିଲା ମଲ୍ଲିକ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ବି କିଛି ପ୍ରଭାବ ପଡିବନି। 35 ହଜାର ଭୋଟ ବ୍ୟବଧାନରେ ବିଜେଡି ଜିତିବ। ପ୍ରଚାରକୁ ଓଲ୍ହାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପୁରବାସୀ ବିଜେଡି ସହ ଅଛନ୍ତି ଓ ରହିବେ ବୋଲି ସେ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles