ଚୀନ-ଭାରତ : କଣ କହିଲେ ଦୁଇ ମହାଶକ୍ତି

- Advertisement -

ଭାରତ ଚୀନ ଭାଇଭାଇ : ମୋଦି
ଭାରତ ଓ ଚୀନ ଭାଇଭାଇ । ଏକଥା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ ଓ ଭାରତ ମଧ୍ୟରେ ଥିବା ମତପାଥକ୍ୟ ଦୂର ହେବା ବୋଲି ମୋଦି କହିଛନ୍ତି । ଭାରତ ଓ ଚୀନ ସର୍ମ୍ପକରେ ଏବେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଭାରତ ଓ ଚୀନ ସର୍ମ୍ପକର ସାଖି ରହିଲା ଚେନ୍ନୋଇ । ବିଶ୍ୱର ଶାନ୍ତି ଓ ସ୍ଥିରତା ପାଇଁ ଆମେ କାମ କରିବୁ । ବିଶ୍ୱରେ ଭାରତ ଓ ଚୀନ ଦୁଇ ଆର୍ଥକ ଶକ୍ତି ହୋଇଛନ୍ତି ଓ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେବେ କଳହକୁ ଆମେ ଚାହିବୁନି ବୋଲି ମୋଦି କହିଛନ୍ତି ।
ଭାରତ ସ୍ୱାଗତରେ ମୁଁ ଅଭିଭୁତ : ଜିନପିଙ୍ଗ
ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଭାରତ ଗସ୍ତରେ ଆସି କହିଛନ୍ତି ଯେ ଭାରତ ସ୍ୱାଗତରେ ସେ ଅଭିଭୁତ ।ଭ ।ରତ ଓ ଚୀନ ଦୁଇ ଗୁୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଦେଶ । ଏହି ଗସ୍ତ ଭାରତ ଓ ଚୀନ ଆବେଗକୁ ବଢାଇବ ।ଅନୌପଚାରିକ ଆଲୋଚନା ଠିକ , ଏହା ଆଗକୁ ଜାରୀ ରହିବ ବୋଲି ଚୀନର ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ତାଙ୍କ ବିବୃତିରେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles