ସମ୍ବିତଙ୍କୁ ଦୁଇଟା, ସୁରଙ୍କୁ ନାହିଁ…

- Advertisement -

ଭୁବନେଶ୍ୱର : କଟକ ବାରବାଟୀ ଦିନିକିଆ ପାଇଁ ପାସ ବଣ୍ଟନରେ ପାତରଅନ୍ତର ଦେଖିବାକୁ ମିଳିଛି l ଶାସକ ଦଳର ବିଧାୟକ ସମ୍ବିତ ରାଉତରାୟଙ୍କୁ ଦୁଇଟି ଟିକେଟ ମିଳିଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଗୋଟିଏ ବି ପାସ ମିଳିନାହିଁ l ଯାହାକୁ ନେଇ ବିରୋଧୀ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି l ଯାହା ଆଜି ଚର୍ଚ୍ଚାର ବିଷୟ l ତେବେ ପାସ ଦେବାରେ ଏପରି ପାତରଅନ୍ତର କୁ ନେଇ ଚାରିଆଡେ ପ୍ରଶ୍ନ ଉଠିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles