ଜାନୁୟାରୀରେ କଂଗ୍ରେସର ନବକଳେବର : ବଦଳିପାରନ୍ତି ନିରଞ୍ଜନ..

- Advertisement -

ଭୁବନେଶ୍ୱର : ନୂଆ ବର୍ଷରେ କଂଗ୍ରେସର ନୂଆ ଟିମ l ପିସିସିର ନୂଆ ଟିମ, ଯୁବ, ମହିଳା ଓ ଛାତ୍ର ପରି ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା ଙ୍କ ନାଁ ଘୋଷଣା କରାଯିବ l ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ପ୍ରସ୍ତୁତ କରାଯାଇ ହାଇକମାଣ୍ଡଙ୍କ ପାଖକୁ ପଠା ଯାଇଛି l ଜାନୁୟାରୀ ପ୍ରଥମ ସପ୍ତାହରେ ଏହା ଉପରେ ମୋହର ବାଜିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି l ସେହିପରି ପିସିସି ସଭାପତି ବଦଳିବା ନେଇ ମଧ୍ୟ ଆଲୋଚନା ହୋଇଛି l ତେବେ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧି ଯାହା ନିଷ୍ପତି ନେବେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles