ନବୀନଙ୍କ ପାଳରୁ ବାଇଗଣ, କୋବି କିଣିଲେ ଅରୁଣ…

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ସବୁବେଳେ ନିଜର ନିଆରା ବ୍ୟକ୍ତିତ୍ୱ...

ଆବେଗ ଓ ଅନୁଭବର ମା ବିରଜା :

ଯାଜପୁର :ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା ବିରଜା । ସେ ଜଗତଜିତା । ଦୟାମୟୀ ଓ ବିପଦହାରିଣୀ । ମା ବିରଜା  ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ମାଙ୍କର...

ଏସସିବି ହେବ ବିଶ୍ୱସ୍ତରୀୟ ହସ୍ପିଟାଲ : ପାହାନ୍ତିଆରେ ପ୍ଲାନ କଲେ ପାଣ୍ଡିଆନ

କଟକ : କଟକ ବଡ଼ ମେଡ଼ିକାଲ(ଏସସିବି) । ଓଡ଼ିଶାର ହାର୍ଟ । କେବଳ ଓଡ଼ିଶା ନୁହେଁ, ଦେଶର ଯେଉଁ କେତୋଟି ପ୍ରସିଦ୍ଧ ହସ୍ପିଟାଲ ଅଛି ତା ମଧ୍ୟରୁ ଅନ୍ୟତମ । ଏସସିବିର ହେବ...

ଜାଡରେ ଥରୁଥିଲେ, କମ୍ବଳ ଦେଇ ହସ ଫୁଟାଇଲେ

ଯାଜପୁର :ସେବା ହିଁ ମାନବିକତା । ଏହି କଥାକୁ ମୂଳମନ୍ତ୍ର କରିଛନ୍ତି ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟମାନେ । ଯେତେବେଳେ ଜାଡ଼ରେ ସହରବାସୀଙ୍କ ଥରୁଥିଲେ , ଠିକ ସେହି ସମୟରେ କମ୍ବଳ ଦେଇ...

ଚାଷୀ ପରିବାର ଆନନ୍ଦରେ ରହୁ : ନବୀନ

ଭୁବନେଶ୍ୱର : ଚାଷୀମାନେ ଓଡ଼ିଶାର ସମ୍ମାନ ବଢାଇଛନ୍ତି । ଚାଷୀମାନେ ହେଉଛନ୍ତି ଓଡ଼ିଶା ବିକାଶର ସାରଥି । ସେମାନେ ଦେଶର ଶକ୍ତି । ଅର୍ଥନୀତିର ଶକ୍ତି ବି । ଚାଷୀର ଉନ୍ନତି ହିଁ...

ଆକୃଷ୍ଟ କଲାଣି ପ୍ରଣବଙ୍କ ଛାପ..

ଯାଜପୁର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବିଧାୟକ । ରାଜନୈତିକ କାର୍ଯ୍ୟଧାରା ପାଇଁ ବବି ଯେତିକି ଚର୍ଚ୍ଚିତ ନୁହନ୍ତି ତାଠାରୁ ଅଧିକ ଚର୍ଚ୍ଚିତ...

ଯାଜପୁରରେ ହୃଦୟ ଜିତିଲେ ମୟୁରଭଞ୍ଜ ଝିଅ..

ଯାଜପୁର : ଯାଜପୁର ମାଳ ଆନନ୍ଦପୁର ସ୍କୁଲ ପଡିଆରୁ ବାଳାଶ୍ରମ ପଡିଆ l 11କିଲୋମିଟର l 5ଯାହାରରୁ ଅଧିକ ପ୍ରତିଯୋଗୀ l ଓଡିଶାର କୋଣ ଅନୁକୌଣରୁ ଆସିଥିବା ପ୍ରତିଯୋଗୀ ମଧ୍ୟରୁ ବାରୀ ହୋଇପଡୁଥିଲେ...

ଅଶୋକଙ୍କ ପାଇଁ ଦୌଉଡିଲା ଯାଜପୁର….. ଧନ୍ୟବାଦ ଦେଲେ ବବି

ଯାଜପୁର :ଜନ ନାୟକଙ୍କୁ ଝୁରୁଥିଲା ଯାଜପୁର। ନାଥିଲା ପ୍ରାର୍ଥୀଙ୍କ ପୁରସ୍କାର ଲୋଭ., ନଥିଲା ସହଯୋଗର କଥା। ଶୀତ କାକରକୁ ଖାତିର ନକରି କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ଆବାଳ...

ବଢିଛି ଆୟ..

ଭୁବନେଶ୍ୱର :୨୦୧୮-୧୯ରେ ବିଜେପି ୬୦%, କଂଗ୍ରେସ ୪୧% ଓ ବିଜେଡି ୮୫% ନିର୍ବାଚନ ପାଣ୍ଠି ଏଲେକଟୋରାଲ ବଣ୍ଡ ଜରିଆରେ ପାଇଛନ୍ତି।

ଶ୍ରୀକ୍ଷେତ୍ରର ନୁଆଁ ରୂପର 5ଜଣ ସାରଥି……

ପୁରୀ :ନୂଅା ରୂପନେଇଛି ଶ୍ରୀକ୍ଷେତ୍ର । ପୁରୀକୁ ବିଶ୍ୱସ୍ତରୀୟ କରି ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ। ଜଗତର ନାଥ ଜଗନ୍ନାଥଙ୍କ ଧାମ, ବିଶ୍ୱର...

Follow us

20,832FansLike
0FollowersFollow
14,700SubscribersSubscribe

Latest news