ରାଜ୍ୟରେ ଏବେ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ନାହିଁ: ସମୀର ମହାନ୍ତି
ଭୁବନେଶ୍ୱର : ୬୬ ଦିନ ପରେ ଆଜି ରାଜ୍ୟ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ରାଜ୍ୟରେ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ନାହିଁ।ମୋଦି ସରକାର ସବୁବେଳେ ରାଜ୍ୟ ଉନ୍ନତି ପାଇଁ କାମ କରୁଛନ୍ତି...
କଂଗ୍ରେସ ଟାର୍ଗେଟରେ ମୋଦି-ନବୀନ….
ଭୁବନେଶ୍ୱର - କରୋନା ମୁକାବିଲା ସଂପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଖୁବ୍ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ମୋଦି ସରକାରଙ୍କ ୬ବର୍ଷ...
ଶନିବାର ଓ ରବିବାର ମାସେ ପାଇଁ ସଟ୍ ଡାଉନ ହେବ ରାଜ୍ୟର ୧୧ ସହର…
ଭୁବନେଶ୍ୱର : ଦେଶରେ ଆଜି ଲାଗୁ ହୋଇଛି ଅନ୍ଲକ-୧।ଏଥିପାଇଁ ଓଡ଼ିଶା ସରକାର ଆଜି ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି। ନୂଆ ଗାଇଡ଼ ଲାଇନ ଅନୁସାରେ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ...
ଆମେ ବି ପାଉନୁ ଦରମା : ପଦ୍ମନାଭ ବେହେରା
ଭୁବନେଶ୍ୱର : ବର୍ତ୍ତମାନ ସମସ୍ତଙ୍କର ଦରମା କାଟ ଚାଲିଛି ।ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି। ଏମିତି କି ଆମେ ବି ଦରମା ପାଉନୁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡିଶା...
ଗଣମାଧ୍ୟମର କରୋନା ଯୋଦ୍ଧାଙ୍କ ପ୍ରତି ଏ ଅନ୍ୟାୟ କାହିଁକି : ସିଦ୍ଧାର୍ଥଙ୍କ ଉଦବେଗ
ଭୁବନେଶ୍ୱର : ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିମାନେ ମଧ୍ୟ ଆଗ ଧାଡ଼ିର କରୋନା ଯୋଦ୍ଧା l କୋଭିଡ 19 ର ଟିକନିଖ ଖବର ଆମକୁ ସେମାନଙ୍କ ଯୋଗୁଁ ହିଁ ମିଳୁଛି.l ସେମାନେହିଁ ଆମକୁ ସଚେତନ...
ରାଜ୍ୟରେ ଦୁଇ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ଆଜି ସର୍ବାଧିକ ୧୫୬ ଜଣ ଚିହ୍ନଟ…
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୫୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି...
ତାତିରୁ ମିଳିପାରେ ନିସ୍ତାର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା…
ଭୁବନେଶ୍ବର : ଆଜି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଅନେକ ଜିଲ୍ଲାରେ ମଧ୍ୟ ଜୋରରେ ପବନ ବହିପାରେ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ...
ରସଗୋଲା ଭିତରେ କୁଇନାଇନ୍……..
ଭୁବନେଶ୍ୱର :ମଧୁର ବଚନ ଆଳରେ ସରକାରଙ୍କୁ ତିର୍ଛକ ବାଣ ମାରୁଛନ୍ତି ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କର ନିୟମିତ ସ୍ତମ୍ଭ ହେଉଛି 'ଆମ ଘର ହାଲଚାଲ'। ସେଥିରେ ସେ ଅନେକ ସମୟରେ...
ଦେଶରେ ୨୪ ଘଣ୍ଟାରେ ୮,୩୯୨ କରୋନା ଆକ୍ରାନ୍ତ ଚିହ୍ମଟ….
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ...
କେନ୍ଦ୍ର ଓ ରାଜ୍ୟ ପ୍ୟାକେଜକୁ ନିରଞ୍ଜନ ଟାର୍ଗେଟ ….
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ।...













