ପୁଣି ବିଜେପୁରରେ ରିତା ସାହୁଙ୍କୁ ବିଜେଡି ଦେବ ସୁଯୋଗ….

- Advertisement -

ଭୁବନେଶ୍ୱର : ରିତା ସାହୁ l ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ l 2018 ବିଜେପୁର ଉପ -ନିର୍ବାଚନରେ ବିଜେଡି ତାଙ୍କୁ ଦଳୀୟ ପ୍ରାଥୀ କରିଥିଲା l ସେ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାର ଭୋଟରେ ପରାସ୍ତ କରିଥିଲେ l ଆଉ ତାପରେ ସେ ବିଜେପୁର ଅଂଚଳରେ ଜଣେ ଜଣାଶୁଣା ନାରୀ ନେତ୍ରୀ ଆଣିଗଲେ l ହେଲେ 2019 ରେ ବିଜେପୁରରେ ନବୀନ ନିଜେ ଲଢ଼ିଲେ l ବିଜୟ ହେଲେ l ଯେହେତୁ ଦୁଇଟି ଆସନରେ ନବୀନ ବିଜୟ କେଲେ ତେଣୁ ନିୟମ ଅନୁସାରେ ନବୀନ ଗୋଟେ ଆସନ ଛାଡିଲେ l
ତେଣୁ ଏବେ ପୁଣି ବିଜେପୁରରେ ନିର୍ବାଚନ ହେଉଛି l ରିତା ସାହୁଙ୍କୁ ପୁଣି ବିଜେଡି ସୁଯୋଗ ଦେବ l ବିଜେପୁରରେ ପୁଣି ସେ ପ୍ରାଥୀ ହେବେ l ଚର୍ଚ୍ଚା ଏବେ ଜୋରଧରିଛି l ତେବେ ନବୀନଙ୍କ ମନରେ କଣ ଅଛି ତାହା ଆଗକୁ ଜଣାପଡିବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles