ବିରୋଧୀଙ୍କ କାଶ୍ମୀର ମିଶନ ଫେଲ …

- Advertisement -

ଫେଲ ମାରିଲେ ବିରୋଧୀ । କାଶ୍ମୀରେ ୩୭୦ ଧାରା ହଟିବା ପରେ ୯ଟି ବିରୋଧୀ ଦଳର ୧୨ ଜଣ ନେତା କାଶ୍ମୀର ଯାଇଥିଲେ । ହେଲେ ତାଙ୍କୁ ଅଟକାଇଥିଲା ପ୍ରଶାସନ । ଫଳରେ ନିରାଶ ହୋଇ ଫେରିଥିଲେ ବିରୋଧୀ । ଏହି ପ୍ରତିନିଧି ଦଳରେ ରାହୁଲ ଗାନ୍ଧିଙ୍କ ସହିତ ଗୁଲାମ ନବୀ ଆଜାଦ, ବି ରାଜା, ସରଦ ୟାଦବ, ଦିଲ୍ଲୀପ ତ୍ରିବେଦିଙ୍କ ସମେତ ମୋଟ ୯ଟି ବିରୋଧି ରାଜନୈତିକ ଦଳର ପ୍ରତିନିଧି ମାନେ ଯାଇଥିଲେ । କାଶ୍ମୀର ଯାଇପାରିନଥିବାରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଯଦି କାଶ୍ମୀରରେ ସବୁକିଛି ସ୍ୱଭାବିକ ତେବେ ଆମକୁ କାହିକିଁ କାଶ୍ମୀର ଛଡ଼ାଯାଉନାହିଁ ବୋଲି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles