ଯାଜପୁରର 8ନମ୍ବର କରୋନା ଆକ୍ରାନ୍ତ ଦଶରଥପୁରର…

- Advertisement -

ଯାଜପୁର : ଯାଜପୁରରେ ଚିହ୍ନଟ ହୋଇଥିବା ୮ ନମ୍ବର କରୋନା ଆକ୍ରାନ୍ତ ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ପଞ୍ଚାୟତ ର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ବ୍ୟକ୍ତି ଜଣକ କୋଲକାତା ଗଙ୍ଗାଘାଟ ଅଞ୍ଚଳରୁ ୧୧ ଜଣଙ୍କ ସହ ଏକ ଫୋର୍ସ ଗାଡି ମାଧ୍ୟମରେ ଯାଜପୁର ଜିଲ୍ଲା ମଧ୍ୟକୁ ୩୦ ତାରିଖରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସୁଧା ସିଧାସଳଖ ୫୦ ରୁ ଉର୍ଦ୍ଧ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେ ବିଭିନ୍ନ ଦୋକାନକୁ ଯିବା ସହ ସେଲୁନ,ପାନ ଦୋକାନ ଓ ଅନେକ ବ୍ୟକ୍ତିଙ୍କ ସହ ତାସ ମଧ୍ୟ ଖେଳିଛନ୍ତି। ତେବେ ରାଜ୍ୟର ୮୩ ଓ ଜିଲ୍ଲାର ୮ ନମ୍ବେର ରୋଗୀଙ୍କ ଟ୍ରାଭେଲ ଇତିହାସ ବି ଆସିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles