କଟକଣା ମୁକ୍ତ ହେଲା ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର…

- Advertisement -

ଭୁବନେଶ୍ୱର : କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର । ସୂର୍ଯ୍ୟନଗର, ସତ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ ଆଦେଶ। ସେଠାରେ ଜାରି ରହିବ ଲକଡାଉନ୍ ନିୟମ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସେସବୁ ଅଞ୍ଚଳରେ ଜାରି ରହିବ ସକ୍ରିୟ ସର୍ଭେଲାନ୍ସ । ସୂଚନା ଦେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ଏହି ଅଂଚଳରେ କରୋନା ରୋଗୀ ଅଧିକ ଚି଼ହ୍ନଟ ହୋଇଥିବାରୁ ଏଠାରେ କଟକଣା ଜାରୀ କରାଯାଇଥିଲା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles