ସଭ୍ୟ ସମାଜରେ କୁକର୍ମକାରୀର ସ୍ଥାନ ନାହିଁ :ଆଶିସ ସିଂହ
ଭୁବନେଶ୍ୱର :ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ...
ଲିଭୁଛି ଜ୍ୟୋତି : ଯାଇପାରେ ମନ୍ତ୍ରୀ ପଦ !
ଭୁବନେଶ୍ୱର : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଦୁଇ ମହିଳା ହାଇଦ୍ରାବାଦ ଯାଇଥିଲେ। ସେହି ଦୁଇ ମହିଳା କିଏ। କାହିଁକି ତାଙ୍କୁ ସରକାରୀ ଅର୍ଥରେ ଓ କେଉଁ...
ତିନି ମାସ କୋହଳ ହେଲା ମୋଟର ଯାନ ଆଇନ..
ଭୁବନେଶ୍ୱର : () ଡିସେମ୍ବର ୧ ରୁ ନୁହଁ। ବରଂ ଲୋକଙ୍କୁ ଅନ୍ତତଃ ଆହୁରି ତିନି ମାସର ମହଲତ ଦେଲେ ରାଜ୍ୟ ସରକାର । ନୂଆ ମୋଟର ଯାନ ଆଇନ ଆଉ କିଛି...
ବିଧାନସଭାରେ ଟୋକନ ତାତି : ଶାସକ ଓ ଶାସକ ମୁହାଁମୁହିଁ
ଭୁବନେଶ୍ୱର : ଟୋକନ ଇସ୍ୟୁ ତଥ୍ୟକୁ ନେଇ ମୁହାଁମୁହିଁ ବିଜେଡି ଵିଧାୟକ ଦେବେଶ ଆଚାର୍ଯ୍ୟ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଚାଷୀଙ୍କ ଭିତରେ ଦୁଃଖ, ଉଦବେଗ ସହ ଆକ୍ରୋଶ ବି ରହିଛି।...
ବିଧାନସଭାରେ ଚିନି ତାତି….
ଭୁବନେଶ୍ୱର : ବିଧାନସଭାରେ ଚିନି ତାତି l ରାଜ୍ୟରେ ରୁଗଣ ପଡିଥିବା ଚିନି କଳ ପାଇଁ ଆଖୁ ଚାଷ କମିବାରେ ଲାଗୁଛି। ଏହି ଅଭିଯୋଗ କରି ଗୃହରେ ସମବାୟ ମନ୍ତ୍ରୀଙ୍କୁ ଘେରିଥିଲେ...
ଫେରିଲା ରତ୍ନଭଣ୍ଡାର ରାଜନୀତି….
ଭୁବନେଶ୍ୱର : ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା...
ବିଧାନସଭାରେ ବିଜେଡି-ବିଜେପି ଉପରେ କଣ କହିଲେ ନରସିଂହ
ଭୁବନେଶ୍ୱର :ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳିଛି। କେନ୍ଦ୍ର ଅବହେଳା ଆଉ ଶୁଭୁ ନାହିଁ। ମହାନଦୀ ବଂଶଧରା ଜଳ ବିବାଦକୁ ନେଇ ଗୃହ ଉଠୁଥିଲା ପଡୁଥିଲା। ଶାସକ ଦଳ ଗୃହ ମଧ୍ୟ...
ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଉ :ନବୀନ
ଭୁବନେଶ୍ୱର : ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି ପୁଣି ଥରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ...
ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…..
ମହାରାଷ୍ଟ୍ର :ଭୁବନେଶ୍ୱର : ରାତିରେ ବଦଳିଗଲା ମହାରାଷ୍ଟ୍ର ମହା ରାଜନୀତିର ଡ଼୍ରାମା । ସମସ୍ତେ ଜାଣିଥିଲେ ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବ । ହେଲେ ରାତିରେ ବଦଳିଗଲା ନିଷ୍ପତି ।...
ଗଣତନ୍ତ୍ର ମନ୍ଦିରରେ ନବୀନଙ୍କ ମହତ ବାଣୀ : ବିରୋଧୀଙ୍କୁ ଆହ୍ୱାନ ନାରୀଙ୍କୁ ନେଇ କରନାହିଁ ରାଜନୀତି
ଭୁବନେଶ୍ୱର :ଭୁଲିଯାଅନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି। ଜଣେ ବରିଷ୍ଠ ମନ୍ତ୍ରୀ ଭାବେ କହୁଛି, ବିଧାନସଭାରେ ଉଚ୍ଚସ୍ତରୀୟ ଆଲୋଚନା ହେଉ। ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି କରା ନଯାଉ। ମହିଳାଙ୍କ ବିରୋଧରେ...














