ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…..

- Advertisement -

ମହାରାଷ୍ଟ୍ର :ଭୁବନେଶ୍ୱର : ରାତିରେ ବଦଳିଗଲା ମହାରାଷ୍ଟ୍ର ମହା ରାଜନୀତିର ଡ଼୍ରାମା । ସମସ୍ତେ ଜାଣିଥିଲେ ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବ । ହେଲେ ରାତିରେ ବଦଳିଗଲା ନିଷ୍ପତି । ଫଡ଼ନାଭିସ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ନେଇଛନ୍ତି । ବିଜେପି ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତିି । ।ଜ୍ୟପାଳ ଭଗତ ସିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଫଡ଼ନାଭିସଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ୧୦୫ ସିଟିରେ ବିଜୟ ଲାଭ କରିଥିବା ବେଳେ ଏନସିପି 54ସିଟିରେ ବିଜୟ ଲାଭ କରିଥିଲା । ରାତାରାତି ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଆସିବା ଦେଶରେ ଏବେ ଚର୍ଚ୍ଚାର ବିଷୟ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles