ରାଜ୍ୟରେ ନୂଆ ୭୩ କରୋନା ଆକ୍ରାନ୍ତ: ମୋଟ ୬୧୧
ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୭୩କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନେ ଗଂଜାମ-୪୩,ଭଦ୍ରକ-୯,ଯାଜପୁର-...
ଭଉଁରୀ ଦିନ ପାଇଁ ଚକ ଅଖ ପ୍ରସ୍ତୁତ…..
ପୁରୀ: ଜୁନ ୨୩ ତାରିଖ ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ରଥ ଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ କାମ । ଏଥର ୧୨ ଦିନ ବିଳମ୍ବରେ...
ବାତ୍ୟାର ଗତି କୁଆଡେ?
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପାଇଁ ଅାଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙେ୍ଗାପସାଗର ଏବଂ ଏହାର ନିକଟସ୍ଥ ଦକ୍ଷିଣ ଅାଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା...
ଲକ ଡାଉନ କଟକଣା : ନେତା ଆପଣାଇଛନ୍ତି ହାଇଟେକ ପଲିଟିକ୍ସ
ଭୁବନେଶ୍ୱର : ଅଢେଇ ମାସ ହେବ ଲକଡାଉନ । ଅଖ ବନ୍ଦ ଚକ ବନ୍ଦ । ଆଉ ତାରି ଭିତରେ ମହାମାରୀ କରୋନା କୁ ହରେଇବା ପାଇଁ ଚାଲିଛି ସଂଘର୍ଷ...
ଆତ୍ମ ନିର୍ଭରଶୀଳ ପ୍ୟାକେଜରେ କାହାକୁ ମିଳିଲା କେତେ ଅର୍ଥ ।ଆସନ୍ତୁ ଜାଣିବା.
ନୂଆଦିଲ୍ଲୀ :ଗତକାଲି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ...
ଗ୍ରୀନ ଜୋନରେ ଚାଲିବ ସରକାରୀ ବସ…
ଭୁବନେଶ୍ୱର : ଗ୍ରୀନ ଜୋନରେ ଗଡିବ ସରକାରୀ ବସ । ଏଥିପାଇଁ ଯାତ୍ରୀ ମାନଙ୍କୁ ଦୁଇ ଗୁଣା ଭଡା ଦେବାକୁ ହେବ । ଓସଆରଟିସି ତରଫରୁ ପରିଚାଳିତ ବସ ବିଭିନ୍ନ ରୁଟରେ...
ମୋଦିଙ୍କ ଭାଷଣ ପ୍ରଚାର ସର୍ବସ୍ବ-ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର- ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ...
ସକାଳୁ ଶତକ ଛୁଇଁଲା କରୋନା @୫୩୮
ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦୧ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି...
ବିପଦ ଆମ ପାଇଁ ସୁଯୋଗ ଆଣିଛି- ମୋଦୀ
ନୂଆଦିଲ୍ଲୀ: ଚାରି ମାସ ହେଲାଣି ବିଶ୍ୱ କରୋନା କବଳରେ ଅଛି ।ଯାହାକି ତଥା ଦେଶ ପାଇଁ ଏବେ ବଡ଼ ବିପଦ। ହେଲେ ଏହି ବିପଦକୁ ଡରି ନଯାଇ ଏହାର ସାମ୍ନା...
ଜୀବନ -ଜୀବିକା ଭିତରେ ସମନ୍ୱୟ ରୋଡ଼ମ୍ୟାପ ପ୍ରସ୍ତୁତ କରୁ ଓଡିଶା : କଂଗ୍ରେସ
ଭୁବନେଶ୍ୱର : କରୋନା ମହାମାରୀ କୁ ମୁକାବିଲା କରିବା କ୍ଷେତ୍ରରେ ଜୀବନ ଆଉ ଜୀବିକା ଭିତରେ ସମନ୍ୱୟ ଆଣି ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା...














