ବାତ୍ୟା ସହାୟତା ପାଇଁ ଅଣ୍ଟା ଭିଡ଼ିଲେ କୃଷିମନ୍ତ୍ରୀ….

ଭୁବନେଶ୍ୱର: ବାତ୍ୟା ଅମ୍ପାନ ପଳେଇ ଯାଇଛି। ଓଡ଼ିଶାରେ ସେତେଟା ପ୍ରଭାବ ପକାଇ ନାହିଁ। ଏହା ରାଜ୍ୟର ୪ଟି ଜିଲ୍ଲାରେ ପ୍ରଭାବ ପକେଇଛି। ସେଇ ଜିଲ୍ଲାଗୁଡିକୁ କିପରି ସହାୟତା ଯୋଗାଇ ଦିଆଯିବ ସେଥିପାଇଁ...

ରାଜ୍ୟରେ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି..

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୫୧କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି...

ବାତ୍ୟା ପରେ ପ୍ରକୃତି ସଜାଇଲା ଶ୍ରୀକ୍ଷେତ୍ର ଆକାଶ…

ପୁରୀ : ଓଡ଼ିଶାକୁ ପ୍ରତି ବର୍ଷ କିଛି ନା କିଛି ବିପଦ ଆସିଥାଏ। ହେଲେ ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ ଠିକ୍ ହୋଇଯାଏ।ଆଉ ବିପଦ ଆସିଲା ଆଉ ଗଲା ପରେ କିଛି...

3 ଘଣ୍ଟା ପରେ ଲାଣ୍ଡଫଲ କରିବ ବାତ୍ୟା ଆମ୍ପନ..

ଭୁବନେଶ୍ୱର : 3 ଘଣ୍ଟା ପରେ ଲାଣ୍ଡଫଲ କରିବ ବାତ୍ୟା ଆମ୍ପନ। ଭାରତୀୟ ପାଣିପାଗ କେନ୍ଦ୍ର ଯାହା କହିଥିଲା ସାଗର ଦ୍ୱୀପରୁ ହଟିଆ ଦ୍ୱୀପରେ ଲାଣ୍ଡଫଲ କରିବା ସମ୍ଭାବନା। 5 ଟା ରୁ...

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-

ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଆଜି ଖବର ଅନୁସାରେ ଏବେ ରାଜ୍ୟର ୨୪ ଜିଲ୍ଲା କରୋନା...

ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ଅମ୍ପାନ…

ଭୁବନେଶ୍ୱର: ବାତ୍ୟା । ପ୍ରତ୍ୟେକ ବର୍ଷ ଓଡ଼ିଶା ସାମ୍ନା କରୁଛି। କେବେ ଫନି ତ କେତେବେଳେ ବୁଲବୁଲ ରୂପରେ। ଆଉ ଏବେ ଅମ୍ପାନ ଭାବରେ । ଅମ୍ପାନ ହେଉଛି ୧୯୯୯...

ଦିଗ ବଦଳାଇଲା ବାତ୍ୟା ଅମ୍ପାନ: ଏବେ ପାରାଦ୍ୱୀପଠାରୁ ଏକ ୧୨୫ କିମି

ଭୁବନେଶ୍ୱର : ଏବେ ଦିଗ ଦିଗ ବଦଳାଇଲା ବାତ୍ୟା ଅମ୍ପାନ। ପୂର୍ବ ନିର୍ଦ୍ଧାରିତ ଦିଗ ପାରାଦ୍ୱୀପ ଠାରୁ ଏବେ ସାମାନ୍ୟ ଭୁଲିଯାଇଛି ଅମ୍ପାନ। ଏହା ଏବେ ପାରାଦ୍ୱୀପ ଠାରୁ ପୂର୍ବ ଓ...

ଗ୍ରାଉଣ୍ଡ ଜିରୋରେ ପ୍ରଣବ…..

ଭୁବନେଶ୍ୱର: ରାଜ୍ୟ ଏବେ ଦୁଇ ଦୁଇଟି ପ୍ରାକୃତିକ ବିପତ୍ତି ସହ ଲଢ଼ୁଛି। ଗୋଟେ ପଟେ କରୋନା କାଳ ସାଜିଥିବା ବେଳେ ଏବେ ମହାବାତ୍ୟା ଅମ୍ପାନ ଆମ ସାମ୍ନାରେ ଛିଡା ହୋଇଛି। କଥାରେ...

ଜୁନ ୧ ଆରମ୍ଭ ହେବ ରେଳ ସେବା: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ଜୁନ ୧ ତାରିଖରୁ ଦେଶରେ ୨୦୦ ଶୀତତାପ ନିୟନ୍ତ୍ରଣ ବିହୀନ ଟ୍ରେନ୍ ଚାଲିବ।ଏହାର ବୁକିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବ...

ହାତ ଯୋଡି ନିବେଦନ କଲେ ଦବଙ୍ଗ ଅଫିସର ଆଶିଷ ସିଂ…

କେନ୍ଦ୍ରାପଡା: ଦକ୍ଷିଣାଞ୍ଚଳ ଡିଆଜି ଆଶିଷ ସିଂ । ଯାହାକୁ ସମସ୍ତେ ଦବଙ୍ଗ ଅଫିସର ବୋଲି କୁହନ୍ତି। ଏହି ଦବଙ୍ଗ ଅଫିସର ଏବେ ଲୋକଙ୍କୁ ହାତ ଯୋଡୁଛନ୍ତି। ଅନୁରୋଧ କରିଛନ୍ତି। ହେଲେ କଣ ପାଇଁ...

Follow us

20,832FansLike
0FollowersFollow
14,700SubscribersSubscribe

Latest news