ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-

- Advertisement -

ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଆଜି ଖବର ଅନୁସାରେ ଏବେ ରାଜ୍ୟର ୨୪ ଜିଲ୍ଲା କରୋନା କବଳରେ। ଆଜି ପ୍ରଥମ ଥର ପାଇଁ ମାଲକାନଗିରିକୁ ମଧ୍ୟ କରୋନା ଛୁଇଁଛି ।ଏବେ ରାଜ୍ୟରେ ମୋଟ ୧୦୭୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।ଏବଂ ୬ ଲୋକ ମୃତ୍ୟୁବରଣ କଲେଣି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
ଗଞ୍ଜାମ : ୩୧୩
ଯାଜପୁର : ୧୭୪
ବାଲେଶ୍ୱର : ୧୨୨
ଭଦ୍ରକ : ୯୫
ଖୋର୍ଦ୍ଧା : ୭୧
ପୁରୀ : ୪୪
କେନ୍ଦ୍ରାପଡ଼ା : ୪୦
କଟକ : ୩୬
ବୌଦ୍ଧ : ୩୩
ଜଗତସିଂହପୁର : ୨୮
ସୁନ୍ଦରଗଡ଼ : ୨୭
ଅନୁଗୁଳ : ୧୭
ମୟୂରଭଞ୍ଜ : ୧୧
ନୟାଗଡ଼ : ୧୦
କେନ୍ଦୁଝର : ୮
ବଲାଙ୍ଗୀର : ୬
କନ୍ଧମାଳ : ୩
ସମ୍ବଲପୁର : ୩
ଦେବଗଡ଼ : ୨
ଢେଙ୍କାନାଳ : ୨
ଝାରସୁଗୁଡ଼ା : ୨
କଳାହାଣ୍ଡି : ୨
ମାଲକାନାଗିରି : ୨
କୋରାପୁଟ : ୧

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles