ଦିଗ ବଦଳାଇଲା ବାତ୍ୟା ଅମ୍ପାନ: ଏବେ ପାରାଦ୍ୱୀପଠାରୁ ଏକ ୧୨୫ କିମି

- Advertisement -

ଭୁବନେଶ୍ୱର : ଏବେ ଦିଗ ଦିଗ ବଦଳାଇଲା ବାତ୍ୟା ଅମ୍ପାନ। ପୂର୍ବ ନିର୍ଦ୍ଧାରିତ ଦିଗ ପାରାଦ୍ୱୀପ ଠାରୁ ଏବେ ସାମାନ୍ୟ ଭୁଲିଯାଇଛି ଅମ୍ପାନ। ଏହା ଏବେ ପାରାଦ୍ୱୀପ ଠାରୁ ପୂର୍ବ ଓ ଦିକ୍ଷଣ ପୂର୍ବ ଦିଗରେ ଗତି କରୁଛି। ଏ ନେଇ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାଳ ସୂଚନା ଦେଇଛନ୍ତି । ବାତ୍ୟା ଅମ୍ପାନ ଏବେ ପାରାଦୀପଠାରୁ ୧୨୫ କିମି ଦୂରରେ ଅଛି। ସେହିପରି ବାଲେଶ୍ଵର ଦୀଘାଠାରୁ ୨୪୦ କିମି ଦୂରରେ ଏବେ ଅମ୍ପାନ ଅଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles