ଖରାରେ ଖରଡ଼ି ହେଉଛି ଅନୁଗୁଳ…..

- Advertisement -

ଭୁବନେଶ୍ୱର: ରାଜ୍ୟରେ ଏବେ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବାରେ ଲାଗିଛି। ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଆଜି ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି।ଅନୁଗୋଳରେ ସର୍ବାଧିକ ୪୩.୭ ଡିଗ୍ରୀ ତାପମାତ୍ରା ରହିଛି ।ତେବେ ଆସନ୍ତୁ ଜାଣିବା ଆଜି କେଉଁ କେଉଁ ସହର ୪୦ ଡିଗ୍ରୀ ଉପରେ ଥିଲା।
ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୩.୭ ଡ଼ିଗ୍ରୀ। ଟିଟିଲାଗଡ଼ ୪୩,ବୌଦ୍ଧ ୪୨.୮,ସମ୍ବଲପୁର ୪୨.୬,ହୀରାକୁଦ ୪୨.୫,ବଲାଙ୍ଗୀର ୪୨.୫,ତାଳଚେର ୪୨.୫,ସୋନପୁର ୪୨.୪,ଝାରସୁଗୁଡ଼ା ୪୨.୨। ଏପରି ଖରା ଆଉ କିଛି ଦିନ ଯାଏଁ ଲାଗିରହି ପାରେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles