ସୁନ୍ଦରବନ ପାଖରେ ଲ୍ୟାଣ୍ଡ ଫଲ୍ ହେବ ଅମ୍ଫାନ…

- Advertisement -

ଭୁବନେଶ୍ୱର : ସୁନ୍ଦରବନ ପାଖରେ ଲ୍ୟାଣ୍ଡ ଫଲ୍ ହେବ ଅମ୍ଫାନ । ସେହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ । ଆଜି ଠୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା । ଜଗତସିଂପୁର, ବାଲେଶ୍ବର, କେନ୍ଦ୍ରପଡା, କଟକ, ଖୋର୍ଦା ମୟୁରଭଂଜରେ ବର୍ଷା ପବନ । ୨୦ରେ ପ୍ରବଳ ବର୍ଷା ବାଲେଶ୍ବର, କେନ୍ଦ୍ରାପଡା,ଭଦ୍ରକମୟୁରଭଂଜରେ ହେବ । ଆଜିଠାରୁ ୫୫ରୁ ୬୫ କିମି ବେଗରେ ଦକ୍ଷିଣ ଉପକୂଳରେ ପବନ ହେବ । ପରେ ଉତ୍ତର ଓଡିଶାରେ ବଢିବ । ୨୦ ତାରିଖ ସକାଳେ ଏହି ୫ ଜିଲ୍ଲାର ସକାଳ ସମୟରେ ୧୧୦ରୁ ୧୨୦ କିମି ସର୍ବାଧିକ ବେଗରେ ପବନ ହେବାର ସମ୍ଭାବନା ରହିଛି । କଟକ ପୁରୀ ଖୋର୍ଦ୍ଦାରେ ୫୫ରୁ ୬୫ ବେଗରେ ପବନ ହେବ । ଏହା ସହ ପ୍ରବଳ ବର୍ଷା ହେବ । ୨୦ ତାରିଖ ଯାଏଁ ମତ୍ସଜୀବୀ ସମୁଦ୍ରକୁ ବାରଣ । ପୁରୀ ଓ ଗୋପାଳପୁର ବନ୍ଦର ୱାର୍ଣିଂ ୩ ନଂବର ବିପଦ ସଂକେତ ଓ ଧାମରା ପାରାଦ୍ବୀପରେ ୪ ନଂବର । ଅଧିକ ଡ୍ୟାମେଜ୍ ଜଗତସିଂପୁର କେନ୍ଦ୍ରାପଡା ଭଦ୍ରକ ବାଲେଶ୍ବର ମଂୟୁରଭଂଜରେ ହେବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles