ସୌମ୍ୟଙ୍କୁ ଧର୍ମେନ୍ଦ୍ରଙ୍କ ବାଣ….

- Advertisement -

ଭୁବନେଶ୍ୱର : ମଉକା ଦେଖି ଚୌକା ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କନକ ଟିଭିର 10 ବର୍ଷ ପୂର୍ତ୍ତି ଅବସରରେ ନିଜ ଭାଷଣରେ ସୌମ୍ୟଙ୍କୁ ବାଣ ମାରିଛନ୍ତି ଧର୍ମେନ୍ଦ୍ର l ସେ କହିଛନ୍ତି ଯେ -ମୁଁ ଭାବେ ସୌମ୍ୟ ବାବୁ ଜଣେ MP/MLA ହେବାର ମୋହରୁ ଦୂରେଇ ରହି କେବଳ ସାମ୍ବାଦିକତାରେ ରହିଥିଲେ ଓଡ଼ିଶାର ଲାଭ ହୋଇଥାନ୍ତା। ମୁଁ ସେ କଥା ତାଙ୍କ ଝିଅ ତାନିଠାରୁ ଆଶା କରୁଛି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି l ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l ତେବେ କେନ୍ଦ୍ରମନ୍ତ୍ରୀ ଏପରି କହିବା ପଛର କାରଣ କଣ ତାହା ଏବେ ଚର୍ଚ୍ଚାର ବିଷୟ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles