ସ୍ନାନ ଯାତ୍ରାରେ ନିୟୋଜିତ ହେବେ ୧୫୦ ସେବାୟତ..

- Advertisement -

ପୁରୀ : ଆଜି ସ୍ନାନଯାତ୍ରା ପାଇଁ ସେବାୟତଙ୍କ ସୂଚୀ ପ୍ରସ୍ତୁତ ହୋଇଛି।ଏଥର ସ୍ନାନଯାତ୍ରା ପହଣ୍ଡିରେ ୧୫୦ ସେବାୟତ ନିୟୋଜିତ ହେବେ। ଜଗନ୍ନାଥ ଓ ବଳଭଦ୍ରଙ୍କୁ ୫୦ ଜଣ ଲେଖାଏଁ ସେବାୟତ ପହଣ୍ଡି କରିବେ। ଏହାସହ ଦେବୀ ସୁଭଦ୍ରାଙ୍କୁ ୩୦ ଜଣ ଓ ସୁଦର୍ଶନଙ୍କୁ ୨୦ ଜଣ ସେବାୟତ ପହଣ୍ଡିରେ ଆଣିବେ। ଏନେଇ ଦଇତାପତି ବିନାୟକ ଦାସ ମହାପାତ୍ର ସୂଚନା ଦେଇଛନ୍ତି। କରୋନା ପାଇଁ ଏଥର ଏପରି ନିଷ୍ପତ୍ତି ନିଆଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles