ରାଜ୍ୟରେ ଆଉ ୧୦୩କରୋନା ଆକ୍ରାନ୍ତ ଚିହ୍ନଟ @୧୪୩୮….

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୧୦୩ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଦେବଗଡ଼ ୨୨ , କେନ୍ଦ୍ରାପଡ଼ା ୧୫, ଜଗତସିଂହପୁର ୧୦, ମାଲକାନଗିରି ୯,ଭଦ୍ରକ ୮,ବଲାଙ୍ଗୀର ୮, ଗଜପତି୬, କୋରାପୁଟ 6, ବାଲେଶ୍ଵର 5, ଖୋର୍ଦ୍ଧା 5, ଗଞ୍ଜାମ୪, ଯାଜପୁର ୧,, କନ୍ଧମାଳ ୧, ଢେଙ୍କାନାଳ ୧,, ମୟୁରଭଞ୍ଜ୧, କେନ୍ଦୁଝର ୧ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜଣାପଡିଛି।ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୪୩୮ ରେ ପଂହଚିଛି । ଏହାସହ୮୮୧ ଜଣ ଚିକିତ୍ସାଧୀନ, ୫୫୦ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles