୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା….

- Advertisement -

ଭୁବନେଶ୍ୱର : ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ l ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି l ତିନି ଥର ସ୍ଥଗିତ ପରେ ପୁଣି ଘୋଷଣା ହୋଇଛି ତାରିଖ ! ପ୍ରଥମେ କୋରୋନା ପାଇଁ ପରେ ବାତ୍ୟା ପାଇଁ ଦୁଇ ଥର ସ୍ଥଗିତ ରହିଥିଲା ମୂଲ୍ୟାୟନ ତାରିଖ !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles