ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ….

- Advertisement -

ଭୁବନେଶ୍ୱର : ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବିଶେଷକରି ବେଶୀ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଅଂଚଳ ବୁଲି ଦେଖିବେ ନବୀନ l ମୁଖ୍ୟମନ୍ତ୍ରୀ ସ୍ଥିତି ଦେଖିବା ପରେ କିଛି ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ଅଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles