ପୁରୀକୁ ଯିବନାହିଁ ଟ୍ରେନ୍….

- Advertisement -

ପୁରୀ: ପୁରୀକୁ ଏବେ ଗଡିବ ନାହିଁ ରେଳ।
ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ।ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ରେଲୱେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଜୁନ ୧ ତାରିଖରୁ ଦେଶରେ ରେଳ ସେବା ଆରମ୍ଭ ହେଉଛି। ହେଲେ ଏବେ ପୁରୀକୁ ଯାଉଥିବା ସମସ୍ତ ଟ୍ରେନ୍ ଭୁବନେଶ୍ୱରରେ ରହିବ। ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ଵରରୁ ଯିବ। ଏତଦ୍ ବ୍ୟତୀତ ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ପାଇଁ ବି ଏହି ସମାନ ବ୍ୟବସ୍ଥା ଲାଗୁ କରାଯିବ । ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଥିବା ଆଶଙ୍କା କରାଯାଉଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles