ଭୁବନେଶ୍ୱର ଓ କଟକ ରେ OLA ମେଡ଼ିକାଲ ସେବା ଆରମ୍ଭ…

- Advertisement -

ଭୁବନେଶ୍ୱର : କମିଶନରେଟ ପୋଲିସ ଓଡିଶା କ୍ୟାବ ଆସୋସିଏସନ ସହାୟତାରେ ୧୦୦ ଟି ଓଲା(OLA )ଗାଡି କୁ ଲକ ଡାଉନ ପାସ ଦେଉଛନ୍ତି। ଲକଡାଉନ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ଦୁଇ ସହର ମଧ୍ୟରେ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି।ଏହି ଗାଡି ଗୁଡିକ କେବଳ ଅସୁସ୍ଥ ମାନକୁ ହସ୍ପିଟାଲ ନେବା ଆଣିବା କାର୍ଯ୍ୟରେ ବ୍ୟବହାର କରାଯିବ। ଗାଡ଼ିରେ ଡ୍ରାଇଭର ଙ୍କ ସହ ଦୁଇଜଣ ମେଡିକାଲକୁ ଯାଇପାରିବେ ଓ ଆସିପାରିବେ। ସମସ୍ତ ଗାଡିକୁ ପୋଲିସ ଟ୍ରାକିଂ କରିବ। ଆଜି ଡିସିପି ଅଫିସରେ ଡ୍ରାଇଭରମାନେ ପାସ ନେଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles