ଯାଜପୁରରେ ଖୋଲିଲା ଦୋକାନ : ଲକ ଡାଉନ ସମୟରେ ପ୍ରଶାସନର ବଡ ନିଷ୍ପତି..

- Advertisement -

ଯାଜପୁର : ସାରା ରାଜ୍ୟରେ ଜାରୀ ରହିଛି ଲକ ଡାଉନ ।ଅତ୍ୟାବଶେକ ଦୋକାନ ଛାଡି ସବୁ ବନ୍ଦ । ହେଲେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଯାଜପୁର ପ୍ରଶାସନ ନେଇଛି ବଡ ନିଷ୍ପତି । ଆଜିଠାରୁ ଯାଜପୁରରେ ଖୋଲିଛି ସାଇକେଲ, ଗ୍ୟାରେଜ,ପାଠ୍ୟ ଉପକରଣ ଦୋକାନ, ଦୁଗ୍ଧ ଜାତ ଦ୍ରବ୍ୟ,ଏଲେକ୍ଟ୍ରି ଉପକରଣ ସାମଗ୍ରୀ ଦୋକାନ । ସକାଳ 6ଟାରୁ ଦିନ 10ଟା ଯାଏ ଦୋକାନ ଖୋଲା ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles