ବିଦ୍ୟୁତ ଦର ଅପରିବର୍ତ୍ତିତ..

- Advertisement -

<ଭୁବନେଶ୍ୱର : ବିଦ୍ୟୁତ ଉପଭୋକ୍ତା ପାଇଁ ଖୁସି ଖବର l 2019-20 ଆର୍ଥିକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ଏନେଇ ରାୟ ଶୁଣାଇଛନ୍ତି ଓଡିଶା ବିଦ୍ୟୁତ ନିୟମକ ଆୟୋଗ। ତେବେ ଖାଉଟିଙ୍କ ପାଇଁ ଭଲ ଖବର ହେଉଛି କି ବିଦ୍ୟୁତ ଦେୟ ପ୍ରଦାନ ଉପରେ ରିବେଟ ବା ରିହାତି ପାଇବେ। ଓପିଟିସିଏଲ ପାଇଁ କୌଣସି ବିଚାର କରି ନାହାନ୍ତି କମିଶନ। ଓଡିଶା ଜଳ ବିଦ୍ୟୁତ ନିଗମ ପାଇଁ ୟୁନିଟ ପିଛା ଦର ୮୬.୧୦ ପଇସା ଥିବା ବେଳେ ଏହାକୁ ୯୦.୧୧ ପଇସାକୁ ବୃଦ୍ଧି କରିଛନ୍ତି କମିଶନ। OERC ର ଏହି ନିଷ୍ପତିକୁ ସ୍ୱାଗତ କରିଛି ଉପଭୋକ୍ତା ମହାସଂଘ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles