ଭୁବନେଶ୍ୱର : ବଢୁଛି କରୋନା ରୋଗୀ ଙ୍କ ମୃତ୍ୟୁ ହାର । ପ୍ରଥମେ କୁହାଯାଉଥିଲା କରୋନା ଜନିତ ମୃତ୍ୟୁ ହାର ୩% ରୁ ୪% । ଏବେ କରୋନା ଜନିତ ମୃତ୍ୟୁ ହାର ପ୍ରାୟ ୭% ।

ବିଶ୍ଵ =୦୬.୮୧%
ବେଲଜିଅମ=୧୪.୬୪%
ଆମେରିକା =୦୪.୮୩%
ଚିନ୍ =୦୫.୫୦%
ଭାରତ =୦୩.୨୦%