ଭୁବନେଶ୍ୱର : ଓଡ଼ିଶାର ବିରାଟ କୋହିଲି ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏକଥା କହିଛନ୍ତି ବରିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲା l ନବୀନ ମଧ୍ୟ କହିଛନ୍ତି ଯେ ମୁଁ ବିରାଟ କୋହିଲି ଫ୍ୟାନ l