ଯାଜପୁର ଓୟୁଜେର ସାଧାରଣ ପରିଷଦ ବୈଠକ : କାଠଗଡା଼ରେ ଗଣମାଧ୍ୟମ

- Advertisement -

ଯାଜପୁର (ବରୀ) : ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ବରୀ ସ୍ଥିତ ସନ୍ଥନ ଜୁନିୟର ମହାବିଦ୍ୟାଳୟରେ ଓୟୁଜେର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ଆଲୋଚନା ଚକ୍ର -ବଢୁଛି ଚ୍ୟାଲେଞ୍ଜ -କାଠଗଡ।ରେ ଗଣମାଧ୍ୟମ l ଏହି ଆଲୋଚନାରେ ଏଥିରେ ବରିଷ୍ଟ ସାମ୍ବାଦିକ କିଶୋର ଦିବେଦୀ , ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ଯାଜପୁର ଏମ ପି ଶର୍ମିଷ୍ଠା ସେଠୀ,ଓ ୟୁନିୟନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଓ ଜିଲ୍ଲା ସଭାପତି ସମରଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାଠ ଗଡ଼ାରେ ଗଣମାଧ୍ୟମ ଉପରେ ନିଜର ମତ ରଖିଥିଲେ l
ସାମ୍ବାଦିକ ମାନଙ୍କ ପେନସନ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ନେଇ ଦାବି ହୋଇଥିଲା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles