ନବୀନଙ୍କ ଉତ୍ତରାଧିକାରୀ କିଏ?

- Advertisement -

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏପ୍ରଶ୍ନ ପ୍ରତ୍ୟେକ ଓଡିଆଙ୍କ ମନରେ l ନବୀନଙ୍କ ପରେ କିଏ, ଏପ୍ରଶ୍ନ ଉତ୍ତର ଆଜି ପୁଣି ଥରେ ଦୋହରାଇଛନ୍ତି ନବୀନ l ନବୀନ କହିଛନ୍ତି ଯେ ଓଡ଼ିଶାର ଲୋକେ ମୋର ଉତ୍ତରାଧିକାରୀ ବାଛିବେ l ଭୁବନେଶ୍ୱର ଏକ ସ୍ୱତନ୍ତ୍ର କ୍ରାଯ୍ୟକମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି l
ବହୁ ସମୟରେ ଚର୍ଚ୍ଚା ହୁଏ ଯେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧୀକାରୀ l ହେଲେ ଏହାକୁ ନବୀନ ଖଣ୍ଡନ କରି ଲୋକଙ୍କ ଉପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ଛାଡିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles