2ମାସରେ ଥରେ ରିପୋର୍ଟ ଦେବେ ବିଧାୟକ…

- Advertisement -

ଭୁବନେଶ୍ୱର : ଏଣିକି ମାସିକ ରିପୋର୍ଟ ଦେବେ ବିଜେଡି ବିଧାୟକମାନେ l ସେମାନେ ନିଜ ନିର୍ବାଚନୀ ମଣ୍ଡଳିରେ କଣ କାମ କରୁଛନ୍ତି ତାହାର ରିପୋର୍ଟ ଦେବେ l ଦୁଇ ମାସକୁ ଥରେ ରିପୋର୍ଟ ଦେବେ l ଏଥିପାଇଁ 4ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି କମିଟିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ପ୍ରସାଦ, ଉଷା ଦେବୀ ଓ କିଶୋର ମହାନ୍ତି ଅଛନ୍ତି l ଏହି କମିଟି ସ୍ଥିର କରିବ ବିଧାୟକମାନେ କିପରି ରିପୋର୍ଟ ଦେବେ l ପୃର୍ବରୁ ସାଂସଦ ମାନେ ରିପୋର୍ଟ ଦେଉଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles