ସବୁ ଆଲୋଚନା ପାଇଁ ଆମେ ପ୍ରସ୍ତୁତ : ନବୀନ

- Advertisement -

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ବିଧାନସଭା ଶେଷ ହୋଇଛି l 54 ନମ୍ବର ରୁମରେ ଦଳୀୟ ବିଧାୟକଙ୍କ ସହ ଶୀତକାଳୀନ ବିଧାନସଭାର ରଣନୀତି ନେଇ ଆଲୋଚନା କରିଛନ୍ତି ନବୀନ l ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ :ଏହା ଗୁରୁତ୍ୱପୂର୍ଣ ଅଧିବେଶନ। ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବ। ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ବିରୋଧୀଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତl

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles