ଦେଶରେ ୧୦୦୦ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା…

- Advertisement -

ନୂଆଦିଲ୍ଲୀ : ଆଜି ଦେଶରେ ୧୦୦୦ ଟପିଛି କରୋନା ମୃତ୍ୟୁ ସଂଖ୍ୟା ।ଏହା ଏବେ ୧୦୦୭ରେ ପହଁଚିଛି ।ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧,୩୩୨ ରେ ପହଞ୍ଚୀଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଭାରତରେ କରୋନା ଜନିତ ମୃତ୍ୟୁ ,୧୦୦୭ରେ ପହଁଚିଥିବା ବେଳେ, ୭୬୯୫ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ଜଣାପଡିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles