ରାଜ୍ୟରେ ନୂଆ ୩ କରୋନା ଆକ୍ରାନ୍ତ ଚିହ୍ନଟ….

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ଓଡ଼ିଶାରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ତିନି ଜଣ ତିନୋଟି ଭିନ୍ନ ଭିନ୍ନଜିଲ୍ଲାର।କେନ୍ଦୁଝର,ଦେବଗଡ଼,ଝାରସୁଗୁଡାରୁ ଜଣେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏହା ସହ ନୂଆ ୩ଜିଲ୍ଲାକୁ କରୋନା ସଂକ୍ରମଣ ହୋଇଛି।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଚିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles