ଯାଜପୁର ଫେରିବା ପାଇଁ ୨୮ ହଜାର ପଞ୍ଜିକରଣ….

- Advertisement -

ଯାଜପୁର : ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବା ପାଇଁ ପଞ୍ଜିକରଣ ଅଣ୍ଟା ଭିଡିଛନ୍ତି ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ l  ଯାଜପୁର ସହରର ବିଭିନ୍ନ ସ୍ଥାନରେ  ଭବ  ନିଜେ ବିଭିନ୍ନ ରାଜ୍ୟରେ ଫସିଥିବା ଯାଜପୁରବାସୀଙ୍କ ପାଇଁ ସେ ପଞ୍ଜିକରଣ କରୁଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ୍ୟ ଏହି ପଞ୍ଜିକରଣ ଜୋରଦାର କରାଯାଇଛି l ଫଳରେ  ପାଖାପାଖି ୨୮ ହଜାର ବ୍ୟକ୍ତି ୧୦ଟି ବ୍ଲକ ସହ ୨ଟି ପୋୖରାଞ୍ଚଳରେ ପଞ୍ଜିକରଣ କରିଛନ୍ତି । ଏ ନେଇ ଜିଲ୍ଲାପାଳ ମଧ୍ୟ ଆସିବାକୁ ଥିବା ବ୍ୟକ୍ତି ଏବଂ ସ୍ତାନୀୟ ଯାଜପୁର ବାସୀଙ୍କୁ ମଧ୍ୟ ନିବେଦନ କରିଛନ୍ତି କି ୩ ତାରିଖ ପରେ ଲକ ଡାଉନ ଖୋଲିଲା ପରେ ଆସିବାକୁ ଥିବା ଲୋକମାନେ ଗ୍ରାମଞ୍ଚଳରରେ ଥିବା ସଂଘରୋଧ ଗୃହରେ ରହିବା ସହ ସାମାଜିକ ଦୂରତା ବଜାଇ ରଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles