ସୁସ୍ଥ ହେଲେ ୩ ଜଣ, ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ..

ଭୁବନେଶ୍ୱର:ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ 8619ଟି ନମୂନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ 61 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। 21 ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସକ୍ରିୟ...

ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ..

ଭୁବନେଶ୍ୱର, ଏପ୍ରିଲ 17: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ...

ସଫେଇ କର୍ମଚାରୀଙ୍କୁ ଖାଦ୍ୟ ସହ ସୁରକ୍ଷା ଉପକରଣ ବାଣ୍ଟିଲେ ସ୍ବେଚ୍ଛାସେବୀ ।

ବ୍ୟାସନଗର :ଆଜି ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରୁ ଦୁଇଟି କୋଭିଡ୍-୧୯ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମାରାତ୍ମକ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଇଛନ୍ତି ।ଏଥିପାଇଁ...

6 ଜିଲ୍ଲାରେ 40 ଡିଗ୍ରୀ ଉପରେ ତାପମାତ୍ରା….

ଭୁବନେଶ୍ୱର : ୬ ଟି ସ୍ଥାନରେ ୪୧.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୨ ଡ଼ିଗ୍ରୀ ସି. ସୋନୁପୁର ରେ...

ବିଜୁଙ୍କ ପାଇଁ ବିଜୟଙ୍କ ଏହି କେହି ପଦ…

ଭୁବନେଶ୍ୱର : ଭାରତୀୟ ରାଜନୀତିର ଯୁଗପୁରୁଷ, ଓଡିଶାବାସୀଙ୍କ ଚିରନମସ୍ୟ ସ୍ୱାଭିମାନୀ ନେତା ସ୍ୱର୍ଗତ ବିଜୁବାବୁଙ୍କର ୨୩ତମ ଶ୍ରାଦ୍ଧବାର୍ଷିକରେ ମୋର ଅନ୍ତରର ଗଭୀରତମ ଶ୍ରଦ୍ଧାଞ୍ଜଳି । ଯାହାଙ୍କ ପାଇଁ ରାଜ୍ୟରେ ମୋର ପରିଚିତି, ଯାହାଙ୍କର ସଂପୂର୍ଣ୍ଣ...

ରାଜ୍ୟକୁ କେନ୍ଦ୍ର ଟଙ୍କା ଟେନସନ……

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କଠାରୁ ଆସିଥିବା ଜାତୀୟ ସାମାଜିକ ସହାୟତା ରାଶିକୁ ନେଇ ଟେନସନରେ ରାଜ୍ୟ ସରକାର। କେମିତି ବାଣ୍ଟିବେ ଟଙ୍କା ତାକୁ ନେଇ ଚାଲିଛି ହିସାବ ନିକାସ। ଏହି ଯୋଜନାରେ...

କୋଭିଡ଼ ହସ୍ପିଟାଲରେ ପାଣ୍ଡିଆନ….

ଅନୁଗୋଳ : ଏବେ ସାରା ଦେଶରେ କୋଭିଡ-୧୯ ହସପିଟାଲ ତିଆରି କରିବାରେ ଓଡିଶା ପ୍ରଥମ । ସବୁ ଜିଲ୍ଲାରେ କୋଭିଡ-୧୯ ହସପିଟାଲ ତିଆରି କରିବିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।...

ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ: ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ

ଭୁବନେଶ୍ୱର : ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର...

ଦ୍ୱିତୀୟ ଦିନ ପାଇଁ ଓଡ଼ିଶାରେ କରୋନା ଶୁନ…..

ଭୁବନେଶ୍ୱର : ଓଡିଶା ପାଇଁ ଭଲ ଖବର ।ଗତକାଲି ୮୮୪ ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲା। ହେଲେ ସବୁ କରୋନା ନେଗେଟିଭି ଆସିଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ...

ମନ୍ତ୍ରୀ ସ୍ତରୀୟ ବୈଠକରେ କଣ ନିଷ୍ପତି ନିଆଗଲା ପଡନ୍ତୁ….

ଭୁବନେଶ୍ୱର : କରୋନା ମୁକାବିଲା ନେଇ ମନ୍ତ୍ରୀ ସ୍ତରୀୟ ବୈଠକ ବହୁ ନିଷ୍ପତି ନିଆଯାଇଛି । ବୈଠକ ଶେଷ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କହିଛନ୍ତି ଯେ ଟ୍ରେନିଂ ଓ...

Follow us

20,832FansLike
0FollowersFollow
14,700SubscribersSubscribe

Latest news