ବିଜୁଙ୍କ ପାଇଁ ବିଜୟଙ୍କ ଏହି କେହି ପଦ…

- Advertisement -

ଭୁବନେଶ୍ୱର : ଭାରତୀୟ ରାଜନୀତିର ଯୁଗପୁରୁଷ, ଓଡିଶାବାସୀଙ୍କ ଚିରନମସ୍ୟ ସ୍ୱାଭିମାନୀ ନେତା ସ୍ୱର୍ଗତ ବିଜୁବାବୁଙ୍କର ୨୩ତମ ଶ୍ରାଦ୍ଧବାର୍ଷିକରେ ମୋର ଅନ୍ତରର ଗଭୀରତମ ଶ୍ରଦ୍ଧାଞ୍ଜଳି ।
ଯାହାଙ୍କ ପାଇଁ ରାଜ୍ୟରେ ମୋର ପରିଚିତି, ଯାହାଙ୍କର ସଂପୂର୍ଣ୍ଣ ଅବଦାନ ମୋତେ ତିଆରି କରିବାରେ, ସେହି ପ୍ରବାଦ ପୁରୁଷଙ୍କ ପାଦତଳେ ମୋର ପ୍ରଣାମ। ବିଜୁଙ୍କୁ ପାଇଁ ଏହି କେହି ପଦ ଲୋ ଲେଖି ଶ୍ରଦ୍ଧାଞ୍ଜଳି ଜଣାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles