ଦ୍ୱିତୀୟ ଦିନ ପାଇଁ ଓଡ଼ିଶାରେ କରୋନା ଶୁନ…..

- Advertisement -

ଭୁବନେଶ୍ୱର : ଓଡିଶା ପାଇଁ ଭଲ ଖବର ।ଗତକାଲି ୮୮୪ ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲା। ହେଲେ ସବୁ କରୋନା ନେଗେଟିଭି ଆସିଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଲଗାତାର ଭାବେ ଦ୍ୱିତୀୟ ଦିନ ପାଇଁ ଓଡ଼ିଶାରେ କରୋନା ପୋଜିଟିଭ ବାହାରି ନାହାନ୍ତି। ଯାହାକି ଓଡ଼ିଶା ପାଇଁ ଖୁସିର ଖବର । ଏଯାଏଁ ୭୫୭୭ ଟି ରକ୍ତ ନମୁନା ପରୀକ୍ଷା ସରିଛି ।ସେଥିରୁ ମାତ୍ର ୬୦ଟି ରକ୍ତ ନମୁନା ପୋଜିତିଭ ଆସିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles