କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ନ ଛାଡ଼ିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର () ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ...
ନବୀନଙ୍କ ଫୋକସରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର : ଶୁକ୍ରବାରଠାରୁ ପୁନର୍ବାର ଆରମ୍ଭ ହେବ ପୁରୀ ଓ ଭୁବନେଶ୍ୱରର ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ l ଭିଡ଼ିଓ କନ୍ଫରେନ୍ସିଂରେ କାର୍ଯ୍ୟର ସମୀକ୍ଷା କରିବା ସହ ପୁନଃ ଆରମ୍ଭ...
ରକ୍ତଦାନ କରି ଉଦାହରଣ ସାଜିଲେ ଜିଲ୍ଲାପାଳ….
ଯାଜପୁର : ରକ୍ତଦାନ ମହତ ଦାନ। କେହି କେହି ଏହି ବାଣୀକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି...
ଡାକ୍ତର ଶରୀରରେ କରୋନା ଭୂତାଣୁ ଚି଼ହ୍ନଟ ….
ଭୁବନେଶ୍ୱର : ରାଜ୍ୟରେ ପ୍ରଥମଥର ଜଣେ ଡାକ୍ତରଙ୍କ ଶରୀର ରେ କରୋନା ଭୂତାଣୁ ଚି଼ହ୍ନଟ ହେଇଛି l ଡାକ୍ତର ଜଣକ ହେଲେ ଶିଶୁ ବିଶେଷଜ୍ଞ ଏବଂ ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ...
ଓଟିଡିସିର ନୂଆ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ…’
ଭୁବନେଶ୍ୱର: କରୋନାଜନିତ ଲକଡାଉନ୍ ଅବଧି ମଧ୍ୟରେ କର୍ମଜୀବୀ ମହିଳାଙ୍କଠୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜ ପରିଜନଙ୍କୁ ଖୁଆଇବା ସହ ତାକୁ...
ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ…
ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ କରୋନା ପଜିଟିଭ ।ସେମାନେ
ଗଞ୍ଜାମ-୨୪,ଯାଜପୁର-୧୮,ବାଲେଶ୍ବର-୧୧,କଟକର-୭,ଭଦ୍ରକର-୬,କେନ୍ଦ୍ରାପଡ଼ା-୫,ଖୋର୍ଦ୍ଧା-୪,ପୁରୀ-୪,ସୁନ୍ଦରଗଡ଼-୧,ନୟାଗଡ଼-୨,ମୟୂରଭଞ୍ଜ-୨ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା...
ସୋନପୁରକୁ ଡେଇଁଲା କରୋନା :ଆଜି ନୂଆ ୭୯ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ୨୯ ନମ୍ବର ଜିଲ୍ଲାଭାବେ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...
୨୪ ଘଣ୍ଟାରେ ୬୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ..
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ...
ଆଜି ଗଡିବ ସିଟି ବସ….
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ କଟକରେ ଗଡିବ ମୋ ବସ। ଆଜି ଏହି ଦୁଇ ସହରରେ ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଚାଲିବ ଏହି ବସ୍। ଯଥା ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ...
ଆରପାରିରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତ…
ଭୁବନେଶ୍ୱର : ସବୁବେଳେ ଗରିବ ଲୋକଙ୍କ ସେବାରେ ସାରା ଜୀବନ ସମର୍ପିତ କରିଥିଲେ। ସେ ହେଉଛନ୍ତି ବିଶିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତ। ସେ ଆଉ ନାହାନ୍ତି। ୭୨ ବର୍ଷ ବୟସରେ...














